ବୈତରଣୀ ନଦୀରୁ ହେଉଛି ବାଲି ଚୋରା ଚାଲାଣ

Straight to the Point
ଆଗକୁ ଆସୁଛି ବର୍ଷା ଦିନ ; ନିଦରେ ଶୋଇଛି ପ୍ରଶାସନ !

ଆରଡ଼ି( ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ  ବୋଡ଼କ ,ଷାଠିବାଙ୍କୁଡା ଦେଇ ଯାଇଥିବା । ବୈତରଣୀ ନଦୀ ରୁ ହେଉଛି ବାଲି ଚୋରା ଚାଲାଣ । ଯାହା ଫଳରେ ବର୍ଷା ଦିନରେ ବନ୍ୟା ଆସିଲେ ଲୋକଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡେ।ଦିନକୁ ଦିନ ନଦୀରୁ ବାଲି ବିଭିନ୍ନ ବୋଟ ସାହାଯ୍ୟ ରେ ଓଡ଼ିଶାର ବହୁ ଜିଲ୍ଲା କୁ ଦିନ ରାତି ବେଧଡ଼କ ଭାବେ ହେଉଛି  ଚାଲାଣ । ଜିଲ୍ଲା  ପ୍ରଶାସନ ଦୃଷ୍ଟି ପଡୁନାହିଁ ନିଜ ଜିଲ୍ଲା ରେ କେମିତି  ହେଉଛି ବାଲି ଚୋରା ଚାଲାଣ ।ଏହି ନଦୀ ର ବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।ଏବଂ ପ୍ରତିବର୍ଷ ଏ ଭଳି ବନ୍ୟା ଆସିଲେ ଗ୍ରାମବାସୀ ମାନେ ପ୍ରଶାସନ କୁ ଜଣାଇ ଥାନ୍ତି । ଏବଂ ବନ୍ୟା ଆସିବା ଫଳରେ ଆଖଣ୍ଡଳମଣି -ଯାଜପୁର ସଂଯୋଗ କରୁଥିବା ରାସ୍ତା ବିଚ୍ଛିନ୍ନ ହୋଇଯାଏ ।

error: Thank You Keep Visiting