ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ : ୨ ନାବାଳକ ଅଟକ

Straight to the Point

ଦେବଗଡ : ରିଆମାଳ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ୨ ଜଣ ପଡୋଶୀ ନାବାଳକ ଖେଳିବାକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମାଆ ଏ ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅଧାରରେ ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରିବାସହ ଅଭିଯୁକ୍ତ ୨ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।

error: Thank You Keep Visiting