ରାତିସାରା ଭକ୍ତଙ୍କୁ ଦର୍ଶନଦେଲେ ଦାରୁବ୍ରହ୍ମ

Straight to the Point

ପୁରୀ : ରାତି ଉଜାଗର ରହି ବୁଧବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ। ରାତିସାରା ଶ୍ରୀମନ୍ଦିର ଦ୍ବାର ଖୋଲା ରହିଛି। ଗୁରୁବାର ସକାଳେ ସୂର୍ଯ୍ୟପରାଗ ଥିବାରୁ ସୂତାବସ୍ତ୍ର ପରିଧାନକରି ରତ୍ନସିଂହାସନରେ ବସିଛନ୍ତି ମହାପ୍ରଭୁ। ବୁଧବାର ରାତି ୭ଟା ୧୦ରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଅନୁଷ୍ଠିତ ହୋଇଛି। ରାତି ୮ଟା ୨୦ରୁ ଦେବନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶ୍ରୀଜୀଉଙ୍କୁ ଭଲଭାବେ ଦର୍ଶନ କରି ଆନନ୍ଦରେ ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ।

error: Thank You Keep Visiting