ଓଡ଼ିଶାରେ ଆଉ ୨ଦିନ ପରେ ବଢ଼ିବ ଶୀତ

Straight to the Point

ଭୁବନେଶ୍ବର : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଆସନ୍ତା ୪୮ଘଣ୍ଟା ପରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ସବୁଠୁ କମ୍ ୯.୩ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। 

error: Thank You Keep Visiting