ପଡି କାର୍ଡଧାରୀଙ୍କୁ ମିଳିବ କମ୍ କିରୋସିନ

An Independent Media

ଭୁବନେଶ୍ୱର:  ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ । ଏଣିକି ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ୨ ଲିଟର କିରୋସିନ ମିଳିବ ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ୩ କୋଟିରୁ ଉଦ୍ଧ୍ୱ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

error: Thank You Keep Visiting