ବ୍ୟାଙ୍କରେ ଲମ୍ବା ଲାଇନ୍ ଆକାଉଣ୍ଟରେ ଆସିବ ୧୫ ଲକ୍ଷ ଟଙ୍କା

Straight to the Point

ଥିରୁଭନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ଏଭଳି ଏକ ଗୁଜବ ଗୁରୁବାର ଦିନ ସୋଶିଲ ମିଡିଆରେ ଭାଇରାଲ ହୋଇଛି । ସେଥିରେ ଲେଖାହୋଇଛି ଯେ, ଯାହାର ବ୍ୟାଙ୍କ ଆକାଉଣ୍ଟ ତାଙ୍କ ଖାତାକୁ ୫ଲକ୍ଷଟଙ୍କା ମିଳିବ । ଆକାଉଣ୍ଟଧାରୀମାନେୁ ମୋଦିଙ୍କ ଏହି ଯୋଜନାର ଲାଭ ପାଇ ପାରିବେ । ଏହି ଗୁଜବ ସୋଶିଲ ମିଡିଆରେ ପ୍ର·ରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଚେକ୍ କରିବାକୁ ପହଞ୍ଚି ଯାଇଥିଲେ । ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନରେ ଛିଡ଼ା ହୋଇଥିଲେ । ମାତ୍ର ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଏହା ଏକ ମିଛ ଖବର ତା’ପରେ ସେମାନଙ୍କ ହତାସ ହୋଇପଡ଼ିଥିଲେ । ସେତେବେଳକୁ ପାଖାପାଖି ୧୫୦୦ରୁ ଉଦ୍ଧ୍ୱର୍ ବ୍ୟଙ୍କଖାତା ଖୋଲି ସରିଥିଲା ।

error: Thank You Keep Visiting