ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

An Independent Media

ନୂଆଦିଲ୍ଲୀ : ଡିସ୍‌କଭରି ଚ୍ୟାନେଲ୍‌ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଜର ଆସିଛନ୍ତି। ଏହା ସୋମବାର ରାତି ୯ଟାରେ ପ୍ରସାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରସିଦ୍ଧ ଦୁଃସାହସିକ ଉପସ୍ଥାପକ(ଆଙ୍କର) ବିୟର ଗ୍ରୀଲ୍‍ସ ପରିଚାଳନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜୀବନୀ ସମ୍ପର୍କିତ ଅନେକ ମହତ୍ଵପୂର୍ଣ୍ଣ ଅଂଶ ବିଷୟରେ ବର୍ଣ୍ଣନା କରିବା ସହିତ ପ୍ରଧାନମନ୍ତ୍ରୀ ପ୍ରକୃତି ଓ ହିମାଳୟ ସହିତ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ କହିଛନ୍ତି। ଜିମ୍‍ କର୍ବେଟ୍‍ ଜାତୀୟ ଅଭୟାରଣ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା।

error: Thank You Keep Visiting