କଟକର ୩ଟି ସ୍ଥାନରେ ଖୋଲିଲା ମୈତ୍ରୀ ଷ୍ଟୋର, ମିଳିଲା ପିଆଜ

Straight to the Point

କଟକ: ପିଆଜର ଦର ହୁ ହୁ ହୋଇ ବଢ଼ିଚାଲିଛି । କଟକର ୩ଟି ସ୍ଥାନରେ ମୈତ୍ରୀ ଷ୍ଟୋର ଖୋଲିଛି । ମୈତ୍ରୀ ଷ୍ଟୋରରେ ପ୍ରଶାସନ ପକ୍ଷରୁ ପିଆଜ ବିକ୍ରି ହୋଇଛି । କିଲୋ ୪୯ଟଙ୍କାରେ ଜଣକୁ ସର୍ବାଧିକ ୨କିଲୋ ପିଆଜ ମିଳିବ ବୋଲି ସୂଚନା ମିଳିଛି । ଅହେତୁକ ଭାବେ ପିଆଜ ଦର ବୃଦ୍ଧି ପରେ ସରକାର ଏହିପରି ପଦକ୍ଷେପ ନେଇଛନ୍ତି ।

error: Thank You Keep Visiting