ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Straight to the Point

ନୂଆଦିଲ୍ଲୀ: ନଭେମ୍ବର ୧୩ରୁ ଦୁଇ ଦିନିଆ ଗସ୍ତରେ ବ୍ରାଜିଲ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକାଦଶ ବ୍ରିକସ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ରହିଛି । ଚଳିତବର୍ଷ ସମ୍ମିଳନୀର ବିଷୟ ରହିଛି ଅଭିନବ ଭବିଷ୍ୟତ ପାଇଁ ଅର୍ଥନୈତିକ ବିକାଶ ।

Leave a Reply

Your email address will not be published. Required fields are marked *

error: Thank You Keep Visiting