ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବୃଦ୍ଧି

Straight to the Point

ନୂଆଦିଲ୍ଲୀ: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍ ମିଳିବ । ଏହି ପ୍ଲାନରେ ଇଣ୍ଟରନେଟ୍ ଡାଟା ହିସାବରେ ଗ୍ରାହକଙ୍କୁ ୧୦୦ MB ମିଳିବ । ତେବେ ଭୋଡାଫୋନର କେତେକ ନୂଆ ପ୍ଲାନ ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୩ରୁ ଲାଗୁ ହେବ ।

Leave a Reply

Your email address will not be published. Required fields are marked *

error: Thank You Keep Visiting