ମହାରାଷ୍ଟ୍ରର ବାଚସ୍ପତି ହେଲେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ

Straight to the Point

ମୁମ୍ବାଇ: ରବିବାର ଦିନ ବିଜେପି ପ୍ରାର୍ଥୀ କିଷନ କାଠୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହେ|ଇଛନ୍ତି। ପ୍ରଇମେ ବାଚସ୍ପତି ପଦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ସେ ଏଥିରୁ ଓହରି ଆସିଥିଲେ ବୋଲି ରବିବାର ସକାଳେ ଘୋଷଣା କରିଥିଲେ। ଏହାପରେ ଆଉ କେହି ପ୍ରତିଦ୍ୱନ୍ଦି ନ ଥିବାରୁ କଂଗ୍ରେସ ନେତା ନାନା ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ ବସିଛନ୍ତି।

Leave a Reply

Your email address will not be published. Required fields are marked *

error: Thank You Keep Visiting