ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ତଣ୍ଡ ଗଣିଲେ ୨୦ ଚାଳକ

Straight to the Point

ଭୁବନେଶ୍ୱର: ଗତକାଲି ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାସହ ପୋଲିସ ନଥିଲେ ମଧ୍ୟ ସିସିଟିଭି ମାଧ୍ୟମରେ ସବୁ କଏଦ କରାଯାଉଛି । ସେହି ମାଧ୍ୟମରେ ଉଲ୍ଲଙ୍ଘନକାରୀମାନଙ୍କୁ ଧରାଯାଉଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ଓଭର ସ୍ପିଡ଼ରେ ଗାଡ଼ି ଚଳାଇ ତଣ୍ଡ ଗଣିଛନ୍ତି ୨୦ ଜଣ ଡ୍ରାଇଭର । ଆରଟିଓରୁ ୨୦ଜଣଙ୍କ ଘରକୁ ଚାଲାଣ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting