ସେନ୍‌ସେକ୍ସରେ ନୂଆ ରେକର୍ଡ

An Independent Media

ମୁମ୍ବାଇ: ଚଳିତବର୍ଷ ଘରୋଇ ପୁଞ୍ଜି ବଜାରରେ ଉତ୍ସାହ ​ଦେଖିବାକୁ ମିଳିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସ ନୂଆ ରେକର୍ଡ ପଏଣ୍ଟ ସ୍ତରରେ କାରବାର କରିଛି। ୨୦୧୯ରେ ସେନ୍‍ସେକ୍ସ ରେକର୍ଡ ପାଖାପାଖି ୪୧,୦୦୦ ପଏଣ୍ଟ ସ୍ତର ଛୁଇଁଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୫୯.୩୫ ପଏଣ୍ଟ ବୃଦ୍ଧି ଘଟି ୧୨,୦୭୩.୭୫ ପଏଣ୍ଟରେ କାରବାର ଶେଷ ହୋଇଛି। ସୋମବାର କାରବାରରେ ସେନ୍‌ସେକ୍ସର ସମସ୍ତ କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଥିଲା।

error: Thank You Keep Visiting