ଉତ୍ତରପ୍ରଦେଶର ୫ଟି ଜିଲ୍ଲାରେ ୧୪୪ ଧାରା ଜାରି

Straight to the Point

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର ଆଖପାଖ ଅଞ୍ଚଳରେ ହୋଇଥିବା ହିଂସକ ପ୍ରଦର୍ଶନର ନିଆଁ ଉତ୍ତରପ୍ରଦେଶକୁ ପହଞ୍ଚିଛି । ଉତ୍ତରପ୍ରଦେଶର ୫ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିବା ବେଳେ ଧାରା ୧୪୪ ଲାଗୁ କରି ଦିଆଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ଆଲିଗଡ଼, ବୁଲନ୍ଦସହର, କାସଗଞ୍ଜ, ମେରଠ ଓ ସାହାରାନପୁର । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାନ୍ତି ପାଇଁ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ।

error: Thank You Keep Visiting