ଆସାମ: ଆଜିଠାରୁ ଉଠିବ କର୍ଫ୍ୟୁ; ସ୍ଵାଭାବିକ ହେଉଛି ପରିସ୍ଥିତି

An Independent Media

ଗୌହାଟୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆସାମରେ ଜାରିଥିବା ହିଂସା ଓ ଉତ୍ତେଜନା ପରିସ୍ଥିତି ସାଧାରଣ ଅବସ୍ଥାକୁ ଫେରିଥିବା ଦାବି କରି ରାଜ୍ୟ ସରକାର କର୍ଫ୍ୟୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବୟାନରେ କହୁଯାଇଛି ଯେ, ନାଗରିକତା ଆଇନ ବିରୋଧରେ ହିଂସକ ପ୍ରଦର୍ଶନ ପରେ ବନ୍ଦ କରାଯାଇଥିବା ବ୍ରୋଡବାଣ୍ଡ୍ ଇଣ୍ଟରନେଟ ସେବାକୁ ମଧ୍ୟ ମଙ୍ଗଳବାର ପୂର୍ବାହ୍ନଠାରୁ ଚାଲୁ କରି ଦିଆଯିବ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଆଇନ ବ୍ୟବସ୍ଥାର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

error: Thank You Keep Visiting