ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍‌ ସୈନ୍ୟ ଓ ୩ ଅନୁପ୍ରବେଶକାରୀ ନିହତ

An Independent Media

ଜାମ୍ମୁ ( ଏଜେନ୍ସି ) : ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଯୋଜନାକୁ ସଫଳ କରିବା ଲାଗି ପାକିସ୍ତାନୀ ସୈନ୍ୟ ପକ୍ଷରୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ପାକ୍‌ ସୈନ୍ୟ ଏବଂ ୩ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି।

error: Thank You Keep Visiting