ୟୁଏନଏସସିରେ ‘କଶ୍ମୀର ପ୍ରସଙ୍ଗ ଆଲୋଚନ’ ମୂଳକ ପ୍ରସ୍ତାବକୁ ବିରୋଧ

An Independent Media

ନ୍ୟୁୟର୍କ: କଶ୍ମୀରର ସ୍ଥିତି ଉପରେ ଚୀନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ରେ ବନ୍ଦ କୋଠରୀରେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲା । ସୁରକ୍ଷା ପରିଷଦର ସଦସ୍ୟ ଆମେରିକା, ଫ୍ରାନ୍ସ ଓ ଋଷିଆ ଏହାକୁ ବିରୋଧ କରିବା ପରେ ଚୀନ ନିଜର ଏହି ପ୍ରସ୍ତାବକୁ ଫେରାଇ ନେଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଡିସେମ୍ବରରେ ୟୁଏନଏସସି ଅଧ୍ୟକ୍ଷ ଆମେରିକା ଚୀନର ସମର୍ଥନ କରୁଥିବା ପ୍ରସ୍ତାବକୁ ନେତୃତ୍ୱ ନେଇଛନ୍ତି । ଫ୍ରାନ୍ସ କହିଛି ଯେ, କଶ୍ମୀର ମାମଲା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମାମଲା ।

error: Thank You Keep Visiting