ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା, ଲାଗିପାରେ ବଡ଼ ଝଟକା

An Independent Media

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବତର୍କ ହୋଇଥିଲା । ବିତର୍କ ପରେ ପୁଣି ମତଦାନ ହୋଇଥିଲା । ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପ ବିରୋଧରେ ମହାଭିଯୋଗ ଚଲାଇବା ପକ୍ଷରେ ମତଦାନ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି । ଗୃହରେ ୧୯୭ ତୁଳନାରେ ୨୩୦ ଭୋଟରେ ଏହା ପାସ ହୋଇଛି । ଏବେ ଡୋନାଲ୍ଡ ଟ୍ରମ୍ପ (୭୩) ଆସନ୍ତା ମାସ ସିନେଟରେ ଶୁଣାଣୀର ସମ୍ମୁଖୀନ ହୋଇପାରନ୍ତି ।

error: Thank You Keep Visiting