ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ

An Independent Media

ଭୁବନେଶ୍ବର : ଆସନ୍ତା କାଲି ଅର୍ଥାତ୍ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ୟ୍ୟପରାଗ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ। ଏହି ପରାଗ କାଳର ଅବଧି ୩ ଘଣ୍ଟା ୯ ମିନଟ ରହିବ। ପରାଗସ୍ପର୍ଶ ସକାଳ ୮ଟା ୨୦ ମିନଟରେ ହେବ। ପରାଗ ମଧ୍ୟକାଳ ସକାଳ ୯ଟା ୫୪ ମିନଟ ଏବଂ ପରାଗ ସର୍ବମୋକ୍ଷ ଦିନ ୧୧ଟା ୨୯ ମିନଟରେ ହେବ।

error: Thank You Keep Visiting