ଆଜି ସରୁଛି ଦଶମ ପରୀକ୍ଷା : ୧୮ରୁ ଖାତା ଦେଖା ଆରମ୍ଭ

An Independent Media

ଭୁବନେଶ୍ୱର : ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା ଶେଷ ହେବା ସହ ଆସନ୍ତା ୧୮ ତାରିଖରୁ ଖାତା  ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମଶିଷ ହାଜର ଜଣାଇଛନ୍ତି। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାଙ୍କନ ପାଇଁ ସମୟ ଲାଗିବା ଏବଂ ମୂଲ୍ୟାଙ୍କନକୁ ନିର୍ଭୁଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

error: Thank You Keep Visiting