କଟକରେ ଉଚ୍ଛେଦ ପ୍ରକ୍ରିୟା ଜାରି

An Independent Media

କଟକ : କଟକ ଏସସିବି ମେଡିକାଲ ସମ୍ପ୍ରସାରଣ ନେଇ କିଛି ଦିନର ବ୍ୟବଧାନ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ । ୯୫ଟି ବସ୍ତି ଘର ଉଚ୍ଛେଦ କରାଯିବା ନେଇ ଆରମ୍ଭ କରାଯାଇଛି ଭଙ୍ଗା କାର୍ଯ୍ୟ ।  ଏସସିବି ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିିୟା । ଚୂନ ଭାଟି , ରାଣୀହାଟ , ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତି ଉଚ୍ଛେଦ । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ଉଚ୍ଛେଦରେ ପ୍ରଭାବିତ ପରିବାରଙ୍କ ପାଇଁ ଜଗତପୁର ନିମପୁରରେ ଥଇଥାନ ବ୍ୟବସ୍ଥା କରାଯିବା ସହ ୫୦ ହଜାର ଟଙ୍କା ଲେଖା କ୍ଷତିପୂରଣ ଦିଆଯାଇଛି ବୋଲି ଜଣାଯାଇଛି

error: Thank You Keep Visiting