ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

An Independent Media

ନୂଆଦିଲ୍ଲୀ:   ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଖଳନାୟକ ବୋଲାଉଥିବା ତାହିର ହୁସେନକୁ ଗିରଫ କଲା ଦିଲ୍ଲୀ ଦଙ୍ଗାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ । ତାହିର ହୁସେନ ଦିଲ୍ଲୀ ପୋଲିସ ଠାରୁ ବଞ୍ଚିବା ପାଇଁ ନିଜ ଆଡୁ  ରାଉଜ ଏଭିନ୍ୟୁ କୋର୍ଟରେ ଆଗୁଆ ସରେଣ୍ଡର ହେବା ପାଇଁ ଏକ ପିଟିସନ ଦାଖଲ କରିଥିଲା ଯାହାକୁ କୋର୍ଟ ଖାରଜ କରି ଦେଇଥିଲେ । ଏହା ପରେ ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଟିମ ତାହିର ହୁସେନକୁ ଗିରଫ କରିଥିବା ଜଣାଯାଇଛି ।

error: Thank You Keep Visiting