ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ

An Independent Media

ଭୁବନେଶ୍ବର : ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ, ବିଜେପୁର ଓ ପାଟକୁରା ଉପନିର୍ବାଚନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।ଏବେ ତାଙ୍କୁ ଭରଷା କରିଛନ୍ତି ବିଜେଡି  ସୁପ୍ରିମୋ । ତାଙ୍କୁ ବିଜେଡି ସଙ୍ଗଠନର ସମସ୍ତଙ୍କ କାର୍ଯ୍ୟର ଦାୟିତ୍ବ ଭାର ଦିଆଯାଇଛି।

error: Thank You Keep Visiting