୩୧ ତାରିଖ ଯାଏ ଦିଲ୍ଲୀର ସବୁ ପ୍ରାଇମେରୀ ସ୍କୁଲ ବନ୍ଦ ଘୋଷଣା

An Independent Media

ନୂଆଦିଲ୍ଲୀ:  କରୋନା ଭାଇରସର ଭୟାବହତାକୁ ଦେଖି  ୩୧ ମାର୍ଚ୍ଚ ଯାଏ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି। ଶୁକ୍ରବାର ପାଖରୁ ଏହି ଛୁଟି ଘୋଷଣା କରିଛନ୍ତି ସରକାର।

error: Thank You Keep Visiting