ମୁଖ୍ୟ ସୂଚନା କମିଶନର ହେଲେ ବିମଲ ଜୁଲ୍କା

An Independent Media

ନୂଆଦିଲ୍ଲୀ :  ବିମଲ ଜୁଲ୍କାଙ୍କୁ ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶୁକ୍ରବାର ସକାଳେ ବିମଲ ଜୁଲ୍କାଙ୍କୁ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି। ବିମଲ ଜୁଲ୍କା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ , ଶୁକ୍ରବାର ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ ସମାରୋହରେ ଜୁଲ୍କାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ସୂଚନା ଆୟୋଗରେ ସିଆଇସି ପଦରେ ଶପଥ ଗ୍ରହଣ କରାଇଛନ୍ତି। 

error: Thank You Keep Visiting