ରାଜ୍ୟରେ ୧୭୦୦ରୁ ଅଧିକ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ

An Independent Media

ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୧୭୦୦ରୁ ଅଧିକ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଶନିବାର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ସେମାନଙ୍କୁ ନିୟୋଜିତ ପତ୍ର ପ୍ରଦାନ କରାଯାଇଛି। ୧୭୦୦ରୁ ଅଧିକ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଫଳରେ ରାଜ୍ୟର ଶିକ୍ଷକ ଅଭାବ ଜନିତ ସମସ୍ୟାର ସମାଧାନ ଦିଗରେ ସହାୟକ ବୋଲି ନିସନ୍ଦେହ ପ୍ରକାଶ ପାଇଛି।

error: Thank You Keep Visiting