କାରୋନା ଆତଙ୍କ: ସ୍କୁଲ ପିଲାମାନେ ଏକାଠିହୋଇ ରଙ୍ଗ ନ ଖେଳନ୍ତୁ କହିଲେ ଗଣଶିକ୍ଷାମନ୍ତ୍ରୀ

An Independent Media

ଭୁବନେଶ୍ୱର:   ଆସନ୍ତାକାଲି ରଙ୍ଗର ପର୍ବ ‘ହୋଲି’ ଥିବାରୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ କରାଯାଉଛି। ଖୁବଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ।”

error: Thank You Keep Visiting