ମନ୍ତ୍ରୀମାନଙ୍କୁ ବିଦେଶ ଯିବାକୁ ବାରଣ କଲେ ପ୍ରଧାନମନ୍ତ୍ରୀ

An Independent Media

ନୂଆଦିଲ୍ଲୀ:  ଏଯାଏ ଭାରତରେ ୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀମାନଙ୍କୁ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବିଦେଶ ଗସ୍ତରେ ନ ଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ନିର୍ଦ୍ଦେଶ ଦେଇଛନ୍ତି।ବିଦେଶ ଗସ୍ତରେ ଗଲେ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୋଦି ଏଭଳି କହିଛନ୍ତି। ସେହିପରି ଲୋକଙ୍କୁ ମଧ୍ୟ ବିଦେଶ ଗସ୍ତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, “ଆତଙ୍କିତ ହୁଅନ୍ତୁ ନାହିଁ। କିନ୍ତୁ କରୋନା ପାଇଁ ଅଧିକ ସତର୍କ ରୁହୁନ୍ତୁ ଓ ପ୍ରତିଷେଧକ ଗ୍ରହଣ କରନ୍ତୁ।

error: Thank You Keep Visiting