୨୬୩ ଜଣ ଭାରତୀୟଙ୍କୁ ନେଇ ସ୍ଵତନ୍ତ୍ର ବିମାନ ପହଞ୍ଚିଲା ଦିଲ୍ଲୀରେ

An Independent Media

ନୂଆଦିଲ୍ଲୀ:  ୨୬୩ଜଣ ବିଦ୍ୟାର୍ଥୀଙ୍କୁ ନେଇ ରୋମରୁ ଉଡ଼ାଣ ଆରମ୍ଭ କରିଥିବା ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ସକାଳ୯: ୧୫ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । ବିମାନ ବନ୍ଦରରେ ଥର୍ମାଲ ସ୍କାନିଙ୍ଗ ଓ ଇମିଗ୍ରେସନ୍ କରାଯିବା ପରେ ସେମାନଙ୍କୁ ଦିଲ୍ଲୀରେ ଥିବା “ଆଇଟିବିପି’ ଚାୱଲା କ୍ୱାରେଣ୍ଟିନ ଫେସିଲିଟିକୁ ନିଆଯିବ । ଏହି ଯାତ୍ରୀମାନଙ୍କ ତତ୍ତ୍ୱ ନେବା ଲାଗି “ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର୍’ ଅନୁସାରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ।

error: Thank You Keep Visiting