ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ପାସେଞ୍ଜର ଟ୍ରେନ୍‌ ବାତିଲ

An Independent Media


ନୂଆଦିଲ୍ଲୀ: କରୋନା ଯୋଗୁ ବଡ଼ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି। ସମସ୍ତ ଦୂରଗାମୀ ମେଲ୍‌ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍‌ ବି ବାତିଲ ହୋଇଛି। ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ଚାଲିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଲଓ୍ୱେ ବୋର୍ଡ଼ ଏହି ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟର କାର୍ଯ୍ୟବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ ଏହି ସୂଚନା ଦେଇଛନ୍ତି। ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି। ସମସ୍ତ ଦୂରଗାମୀ ମେଲ୍‌ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍‌ ବି ବାତିଲ ହୋଇଛି। ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ଚାଲିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଲଓ୍ୱେ ବୋର୍ଡ଼ ଏହି ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟର କାର୍ଯ୍ୟବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ ଏହି ସୂଚନା ଦେଇଛନ୍ତି।

error: Thank You Keep Visiting