ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ ହେଲା

An Independent Media


ଭୁବନେଶ୍ୱର: ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ । ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି କହିଛନ୍ତି । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କମିଶନର କହିବା ସହ ପାସ ପାଇଁ ଭିଡ ହେବାରୁ ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି ।ଏହା ସହ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ଓ କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି |

error: Thank You Keep Visiting