କରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ

An Independent Media

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣକୁ ଦେଖି ଆଗାମୀ ରାଜ୍ୟସଭା ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରି ଦିଆଯାଇଛି। ମଙ୍ଗଳବାର ନିର୍ବାଚନ କମିଶନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା। ୭ ରାଜ୍ୟର ୧୮ଟି ଆସନ ପାଇଁ ଏହି ନିର୍ବାଚନ ହୋଇଥାଆନ୍ତା। ଏଥିରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇ ଥାଆନ୍ତା ବୋଲି ଅନୁମାନ କରାଯାଉଥିଲା।

error: Thank You Keep Visiting