ପୁରୁଣା ମେଡିକାଲ ଚିଠା ଦେଖାଇ ବୁଲୁଥିଲେ ଯୁବକ : ପୋଲିସ ଫାଇନ କଲା ୫୦୦ଟଙ୍କା

An Independent Media

ଭୁବନେଶ୍ଵର: ଡାକ୍ତରଖାନା ଯିବାର ବାହାନା କରି ପୁଲିସକୁ ପୁରୁଣା ମେଡିକାଲ କାଗଜ ଦେଖାଇ ଭୁଆଁ ବୁଲାଉଥିଲେ। ମେଡିକାଲ କାଗଜ ଦେଖାଇ ଗାଡ଼ି ଧରି ରାସ୍ତାରେ ବୁଲୁଥିଲେ। ପୁଲିସ ବି ତାହାକୁ ଯାଞ୍ଚ ନ କରି ଛାଡ଼ିଦେଉଥିଲା। ହେଲେ ବୁଧବାରଠାରୁ ଯାଞ୍ଚ କଡ଼ାକଡ଼ି ହେବା ପରେ ଜଣେ ଯୁବକଙ୍କ ଏହି କାରନାମା ଧରାପଡ଼ି ଯାଇଛି। ପୁଲିସ ତାଙ୍କଠାରୁ ୫୦୦ ଟଙ୍କାର ଚାଲାଣ କାଟିବା ସହିତ କଡ଼ା ତାଗିଦ କରି ଛାଡ଼ିଛି।

Leave a Reply

Your email address will not be published. Required fields are marked *

error: Thank You Keep Visiting