ଗରିବମାନଙ୍କ ପାଇଁ ୧. ୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା

An Independent Media

ନୂଆଦିଲ୍ଲୀ : କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗରିବଙ୍କ ପାଇଁ ୧.୭ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ପାଇବେ । ପ୍ରତ୍ୟେକ ପରିବାର ମାଗଣାରେ ୧ କିଲୋ ଡାଲି ପାଇବେ । ଏହା ସହ ସମ୍ପ୍ରତି “ଏନଏଫଏସଏ’ ଅଧୀନରେ ମିଳୁଥିବା ୫ କିଲୋ ଖାଦ୍ୟ ଶସ୍ୟ ମଧ୍ୟ ପୂର୍ବ ପରି ମିଳିବ ।ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ ଦିଆଯିବ। ସେହିପରି କରୋନା ଯୋଦ୍ଧାଙ୍କ ପାଇଁ ସରକାର ୫୦ ଲକ୍ଷ ଟଙ୍କାର ମେଡିକାଲ ଇନସ୍ୟୁରାନ୍ସ ମଧ୍ୟ ଘୋଷଣା କରିଛନ୍ତି। ଏହି ମେଡିକାଲ ଇନସ୍ୟୁରାନ୍ସ ନର୍ସ, ପାରାମେଡିକାଲ ଷ୍ଟାଫ, ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ ମିଳିବ ବୋଲି ସୂଚନା ରହିଛି। 

ନୂଆଦିଲ୍ଲୀ: ଦାଦନ ଶ୍ରମିକ ଓ ଗରିବମାନଙ୍କୁ ସହାଯ୍ୟ କରିବାକୁ ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧. ୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ପାଇବେ । ପ୍ରତ୍ୟେକ ପରିବାର ମାଗଣାରେ ୧ କିଲୋ ଡାଲି ପାଇବେ । ଏହା ସହ ସମ୍ପ୍ରତି “ଏନଏଫଏସଏ’ ଅଧୀନରେ ମିଳୁଥିବା ୫ କିଲୋ ଖାଦ୍ୟ ଶସ୍ୟ ମଧ୍ୟ ପୂର୍ବ ପରି ମିଳିବ ।

error: Thank You Keep Visiting