ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

An Independent Media

ଭୁବନେଶ୍ବର : ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ କରିବ ପୋଲିସ । ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି । ଦୂରତ୍ବ ନରଖିଲେ ସିଲ୍ ହେବ ଦୋକାନ, ବଜାର: ନବୀନ । ଆଜିଠୁଅଧିକ କଠୋର ହେବ ପୋଲିସ, ସାମାଜିକ ଦୂରତା ନ ରଖିଲେ ପିଟିବ ପୋଲିସ, ପୋଲିସକୁ ଏଭଳି ନିର୍ଦେଶ ଦେଲେ ରାଜ୍ୟ ସରକାର, କେହି ଛକ ଦୋକାନରେ ଏକାଠି ହୋଇପାରିବେ ନାହିଁ, ବଜାରରେ କିଣାବିକା ବେଳେ ସାମାଜିକ ଦୂରତା ବାଧ୍ୟତାମୂଳକ ।

error: Thank You Keep Visiting