ମୁସଲମାନ କାନ୍ଧରେ ହିନ୍ଦୁ ସବ

An Independent Media

କୋଲକାତା:ଜାତି ,ବର୍ଣ୍ଣ ,ଧର୍ମ ,ନିର୍ବି ଶେଷରେ  ଜଣେ ହିନ୍ଦୁ ପଡ଼ୋଶୀଙ୍କର ଅନ୍ତିମ ସଂସ୍କାର କରି ଚର୍ଚ୍ଚା ପାଲଟିଛନ୍ତି କୋଲକାତାର କିଛି ସହୃଦୟ ମୁସଲ୍‌ମାନ। ଗୁରୁବାର ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କୁ କାନ୍ଧ ଦେବାକୁ ଆଗେଇ ଆସି ଚର୍ଚ୍ଚା ପାଲଟିଛନ୍ତି କିଛି ମୁସଲ୍‌ମାନ ପଡ଼ୋଶୀ।

କୋଭିଡ୍‌-୧୯ ପରୀକ୍ଷା କରି ନଥିବାରୁ ଡାକ୍ତରମାନେ ଚିକିତ୍ସ‌ା ପାଇଁ ମନା କରିଦେବା ପରେ ହୃଦ୍‌ଘାତରେ ପୀଡିତ ଥିବା ୬୨ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା  ତାଙ୍କର ମୃତ୍ୟୁ ଘଟିବା ପରେ ଅନ୍ତିମ ସଂସ୍କାର ପାଇଁ କାଠ ସଂଗ୍ରହ କରିବାଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ପଡ଼ୋଶୀମାନେ ତାଙ୍କ ପରିବାରକୁ ସାହାଯ୍ୟ କରିଥିବ ସୂଚନା ରହିଛି।

error: Thank You Keep Visiting