ମନ୍ଦିର ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

Straight to the Point

ଭୁବନେଶ୍ୱର : ଆଜି ସକାଳେ ଖଣ୍ଡଗିରି ଛକ ହନୁମାନ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏହି ମୃତ ଯୁବକଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ôଚ ମୃତଦେହ ଉଦ୍ଧାର କରିବାସହ ପୋଷ୍ଟମର୍ଟମ୍ ପାଇଁ ଯୁବକଙ୍କୁ ମୃତଦେହକୁ ପଠାଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ପୋଲିସର ସୂଚନାନୁସାରେ ଏହି ଯୁବକ ଜଣଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

error: Thank You Keep Visiting