ଆକ୍ସିସ ବ୍ୟାଙ୍କ ପକ୍ଷରୁ କ୍ୱିକ୍ ପେ ହୋମ ଲୋନ ଉନ୍ମୋଚିତ,

Straight to the Point

ଭୁବନେଶ୍ୱର: ଦେଶର ତୃତୀୟ ବଡ଼ ଘରୋଇ ବ୍ୟାଙ୍କ, ଅ ।କ୍ସିସ୍ ବ୍ୟାଙ୍କ ପକ୍ଷରୁ କ୍ୱିକ୍ ପେ ହୋମ୍ ଲୋନ୍ ବିଷୟରେ ଘୋଷଣା କରାଯାଇଛି । ଏହା ଏଭଳି ପ୍ରଥମ ଧରଣର ଗୃହ ଋଣ ଯାହା ଜରିଅ ।ରେ ଗ୍ରାହକମାନେ ଲାଭବାନ ହେବେ । ଗ୍ରାହକମାନଙ୍କୁ ଏହି ଗୃହ ଋଣରେ ସୁଧ ଉପରେ ବଡ଼ ଧରଣର ସଂଚୟ ସୁବିଧା ମିଳିବୟ ଶିଳ୍ପର ନିୟମ ଠାରୁ ଭିନ୍ନ ଏହି ଗୃହ ଋଣରେ ଗ୍ରାହକମାନଙ୍କୁ ପେମେଂଟର ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯିବ । ଗ୍ରାହକମାନେ ପ୍ରତି ମାସରେ ସମାନ ପରିମାଣର ମୂଳଧନକୁ ସୁଧ ସହିତ ପ୍ରଦାନ କରିବେ ଫଳରେ ମାସିକ କିସ୍ତି ପରିମାଣ କମ ହେବ । ଏହା ଦ୍ୱାରା ମୋଟ ସୁଧ ପରିମାଣ ମଧ୍ୟ କମିଯିବ । କ୍ୱିକ୍ ପେ ହୋମ୍ ଲୋନ୍ ଦ୍ୱାରା ଗ୍ରାହକମାନେ ବହୁତ ଅର୍ଥ ସଂଚୟ କରିପାରିବେ ।

ଗ୍ରାହକମାନେ ଇଏମ୍ଅ ।ଇ ବଦଳରେ ହ୍ରାସ ହାରରେ ମାସିକ କିସ୍ତି ପ୍ରଦାନ କରିବେ ପ୍ରାରମ୍ଭିକ କିସ୍ତି ଅଧିକ ରହିବ, କିନ୍ତୁ ସମୟ ଗଡ଼ି •ଲିବା ସହିତ କିସ୍ତି ପରିମାଣ ମଧ୍ୟ କମି କମିଯିବ ।
ଏହି ଗୃହ ଋଣକୁ ଉନ୍ମୋଚନ କରିବା ଅବସରରେ ରାଜୀବ ଅ ।ନନ୍ଦ, କାର୍ଯ୍ୟର୍ନିବାହୀ ନିର୍ଦେଶକ-ରିଟେଲ୍ ବ୍ୟାଙ୍କିଙ୍ଗ୍, ଅ ।କ୍ସିସ୍ ବ୍ୟାଙ୍କ କହିଛନ୍ତି ଯେ, “ଅ ।ମ ଗ୍ରାହକମାନଙ୍କ ଲାଭ ପାଇଁ ଅ ।ମେ କ୍ୱିକ୍ ପେ ହୋମ ଲୋନ ଅ ।ରମ୍ଭ କରିଛୁୟ ଏହା ଏକ ଅଭିନବ ଉତ୍ପାଦ ଯେଉଁଥିରେ ଗ୍ରାହକମାନଙ୍କ ସୁଧ ବୋଝ ପରିମାଣ ହ୍ରାସ ପାଇବ । ଅ ।ମେ ଦୃ ନିଶ୍ଚିତ ଯେ ହ୍ରାସ ହାରରେ ମାସିକ କିସ୍ତି ସହିତ ସୁଧ ହାରରେ ସଂଚୟ ଗୃହ ଋଣ ଗ୍ରାହକଙ୍କୁ ଅ ।କର୍ଷିତ କରିବ ।”

ଉଦାହରଣ ସ୍ୱରୂପ, ଜଣେ ଗ୍ରାହକ ଯଦି ୨୦ ବର୍ଷିଅ । ମିଅ ।ଦରେ ୫୦ ଲକ୍ଷ ଟଙ୍କାର ଗୃହ ଋଣକୁ ୯% ସୁଧରେ ନେବେ ତାଙ୍କୁ ୫୭.୯୬ ଲକ୍ଷ ଟଙ୍କାର ସୁଧ ଗଣିବାକୁ ପଡ଼ିବ । ମାତ୍ର ଅ ।କ୍ସିସ୍ ବ୍ୟାଙ୍କର କ୍ୱିକ୍ ପେ ହୋମ୍ ଲୋନ ରେ ଯଦି ସେହି ଗ୍ରାହକ ୯.୨୦% ଭଳି ଅଧିକ ସୁଧ ହାରରେ ସେହି ସମାନ ଋଣ ନେବେ ତାଙ୍କୁ ୪୬.୧୯ ଲକ୍ଷ ଟଙ୍କାର ସୁଧ ଗଣିବାକୁ ପଡ଼ିବୟ ଅର୍ଥାତ ତାଙ୍କର ୧୧.୭୭ ଲକ୍ଷ ଟଙ୍କାର ସଂଚୟ ହେବ ।

error: Thank You Keep Visiting