ଆଦିତ୍ୟ ବିର୍ଲା ସନ ଲାଇଫ ଇନସ୍ୟୁରାନସ ପକ୍ଷରୁ ମାସିକ ଆୟ ଯୋଜନା ଉନ୍ମୋଚିତ

Straight to the Point

ଭୁବନେଶ୍ୱର (ଓଡ଼ିଶା ଜର୍ଣ୍ଣାଲ) : ଆଦିତ୍ୟ ର୍ବିଲା କ୍ୟାପିଟାଲ ଲିମିଟେଡ (ଏବିସିଏଲ)ର ବୀମା ଶାଖା ଆଦିତ୍ୟ ର୍ବିଲା ସନ ଲାଇଫ ଇନସ୍ୟୁରାନସ (ଏବିଏସଏଲଆଇ) ପକ୍ଷରୁ ଏବିଏସଏଲଆଇ ମାସିକ ଆୟ ଯୋଜନାକୁ ଘୋଷଣା କରାଯାଇଛି ଯାହା ଜଣଙ୍କ ଭବିଷ୍ୟତ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ମାଚ୍ୟୁରିଟି ପର୍ଯ୍ୟନ୍ତ ନିୟମିତ ମାସିକ ଆୟ ପ୍ରଦାନ କରିବ ।
ଏବିଏସଏଲଆଇ ମନଥଲି ଇନକମ ପ୍ଲାନ ହେଉଛି ଏକ ନନ ଲିଙ୍କଡ ପ୍ଲାନ ଯାହା ଏକ ଆର୍ଥିକ ସୁରକ୍ଷିତ ଭବିଷ୍ୟତ ପାଇଁ ଲୋକମାନଙ୍କୁ ନିଜର ଓ ପରିବାରର ବର୍ଦ୍ଧିତ •ହିଦା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ବ୍ୟାପକ ସଂଚୟ ସମାଧାନ ପ୍ରଦାନ କରିବ । ପ୍ରିମିୟମ ପ୍ରଦାନ ତାରିଖ ଶେଷ ହୋଇଯିବା ପରେ ମାଚ୍ୟୁରିଟି ତାରିଖ ପର୍ଯ୍ୟନ୍ତ ବୀମା ରାଶିର ୧%କୁ ଏହା ମାସିକ ଆୟ ଭାବେ ପ୍ରଦାନ କରିବ । ଏଥିରେ ଜଣଙ୍କ ମାସିକ ଆୟକୁ ଘୁଂ•ଇ ଦେବାର ବିକଳ୍ପ ମଧ୍ୟ ରହିଛି ଯାହା ଦ୍ୱାରା ଆବଶ୍ୟକତା ଅନୁସାରେ ଜଣଙ୍କ ଜୀବନ ଧାରଣ ମାନ ବଜାୟ ରହିବ ଓ ଆର୍ଥିକ ସ୍ଥିରତା ମିଳିବ । ଏହି ଆୟ ଲାଭ ଦୁଇଟି ବିକଳ୍ପ ଯଥା ଲେଭଲ ଇନକମ ବେନିଫିଟ ଏବଂ ଇନକ୍ରିଜିଂ ଇନକମ ବେନିଫିଟ ନାମରେ ମିଳିବ । ଲେଭଲ ଇନକମ ବେନିଫିଟରେ ଯେ କେହି ବୀମା ରାଶିର ୧% ଅର୍ଥକୁ ମାସିକ ଆୟ ଭାବେ ପାଇପାରିବେ ଏବଂ ଇନକ୍ରିଜିଂ ଇନକମ ବେନିଫିଟରେ ପଲିସିଧାରକ ମାସକୁ ବୀମା ରାଶିର ୧% ସ୍ତାୟୀ ଆୟ ଲାଭ ସହିତ ପ୍ରତି ବର୍ଷକୁ ୫% ହାରରେ ଆୟ ବଢାଇବାର ଅତିରିକ୍ତ ଲାଭ ମିଳିବ । ଯେକେଣସି ପଲିସି ବାର୍ଷିକୀ କିମ୍ବା ଆୟ ଲାଭ ଅବଧି ଆରମ୍ଭ ହେବା ପରେ ଯେ କେହି ଆୟ ଲାଭକୁ ମାସିକ ବଦଳରେ ବାର୍ଷିକ ଭାବେ ହାସଲ କରିବା ବିକଳ୍ପ ଚୟନ କରିପାରିବେ । ଏହି ପ୍ଲାନରେ ଥିବା ସ୍ଥଗିତ ବିକଳ୍ପରେ ଗ୍ରାହକମାନେ ସେମାନଙ୍କ ଜୀବନର ମାଇଲଖୁଂଟ ଅନୁସାରେ ନିଜର ଆର୍ଥିକ ଯୋଜନା ପ୍ରସ୍ତୁତ କରିପାରିବେ, ଫଳରେ ଆସିବାକୁ ଥିବା ବର୍ଷରେ ଜଣଙ୍କ ପରିବାରକୁ ଶ୍ରେଷ୍ଠତା ମିଳିବ । ପ୍ରାକ / ପର ଅବସର ପରେ ନିୟମିତ ମାସିକ ଆୟ •ହୁଁଥିବା କିମ୍ବା ଅନେକଙ୍କ ପାଇଁ ଦ୍ୱିତୀୟ ଆୟ ଭାବେ ଏହି ଉତ୍ପାଦ ଲାଭଦାୟକ ହେବ ।
ଏବିଏସଏଲଅ ।ଇ ମାସିକ ଆୟ ଯୋଜନା ମୃତ୍ୟୁକାଳୀନ ସୁବିଧା ପ୍ରଦାନ କରୁଛି, ଯେଉଁଥିରେ ବୀମାଧାରକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଭଳି ମାମଲାରେ ଏହା ମୂଳ ବୀମା ରାଶି ଏକକାଳୀନ ପ୍ରଦାନ କରିବା ସହ ତୁରନ୍ତ ମାସିକ ଆୟ ପ୍ରଦାନ କରିବା ଆରମ୍ଭ କରିବ । ଏହି ପ୍ଲାନରେ ଇନ-ବିଲଟ ଦୁର୍ଘଟଣା ସୁବିଧା ରହିଛି ଯେଉଁଥିରେ, ବୀମାଧାରକଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ବୀମା ରାଶି ଉପରେ ଅତିରିକ୍ତ ବୀମା ରାଶି ପ୍ରଦାନ କରାଯିବା ସହ ମାସିକ ପ୍ରାପ୍ୟ ପ୍ରଦାନ ଆରମ୍ଭ କରାଯିବ । ଫଳରେ ଦୁର୍ଘଟଣା ଜନିତ ମୃତ୍ୟୁରେ ମାସିକ ଆୟ ଲାଭ ସହିତ ନମିନିଙ୍କୁ ଦ୍ୱେତ ବୀମା ରାଶି ମିଳିବ ।
ପଲିସି ଅବଧି ଶେଷରେ ଏହି ପଲିସିରେ ସୃଷ୍ଟି ହୋଇଥିବା ସମସ୍ତ ବୋନସ ପ୍ରଦାନ କରାଯିବ ।
ଏହାର ଉନ୍ମୋଚନ ଅବସରରେ ଅନିଲ କୁମାର ସିଂହ, ଚିଫ ଆକଚୁରିଆଲ ଅଫିସର, ଆଦିତ୍ୟ ର୍ବିଲା ସନଲାଇଫ ଇନସ୍ୟୁରାନସ କହିଛନ୍ତି ଯେ, “ଅବସର ପରବର୍ତି ଜୀବନକୁ ନେଇ ଆଜିର ଲୋକମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି ଯାହା ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକର ଲୋକମାନଙ୍କ ପାଇଁ ଏକ ସବୁଠୁ ବଡ଼ ଅନିଶ୍ଚିତତା ଭାବେ ଉଭା ହୋଇଛି । ଏହା ବ୍ୟତୀତ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ଆଗୁଆ ଅବସର ନେଇ ନିଜର ଅଭିଳାଷକୁ ଅନୁସରଣ କରିବାକୁ •ହୁଁଛନ୍ତି । ସେହି ସବୁ ଲୋକମାନଙ୍କୁ ସେମାନଙ୍କ ଅଭିଳାଷ ଓ ସ୍ୱପ୍ନକୁ ଆର୍ଥିକ ରୂପେ ପୂରଣ କରିବାରେ ସହାୟତା ପ୍ରଦାନ କରିବା ପାଇଁ ଆମେ ଏବିଏସଏଲଆଇ ମାସିକ ଆୟ ଯୋଜନା ଉନ୍ମୋଚନ କରିଛୁ ଯାହା ଲୋକମାନଙ୍କୁ ଯୁବାବସ୍ଥାରୁ ଅବସର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସହାୟତା ପ୍ରଦାନ କରିବ । ପୁନଶ୍ଚ, ଦୁର୍ଘଟଣା ବୀମା ଲାଭ ପଲିସିଧାରକଙ୍କ ପ୍ରିୟଜନଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ନିରାପତା ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ଆମର ଏହି ଉତ୍ପାଦ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଜୀବନକୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରିବାରେ ସହାୟକ ହେବ କାରଣ ନିୟମିତ ମାସିକ ଆୟ ପଲିସିଧାରକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମାସିକ ଆର୍ଥିକ ଆବଶ୍ୟକତା ପୂରଣ କରିବ ।”

ଏବିଏସଏଲଆଇ ମାସିକ ଆୟ ଯୋଜନାର ପ୍ରମୁଖ ବେଶିଷ୍ଟ୍ୟ:
-ଏକ ପ୍ଲାନ ଯାହା ଆପଣଙ୍କ ବାରମ୍ବାର ଆବଶ୍ୟକତା ପୂରଣ କରିବା ପାଇଁ ମାସିକ ଆୟ ଲାଭ ପ୍ରଦାନ କରିବ
-ଆପଣଙ୍କ ଆବଶ୍ୟକତା ଅନୁସାରେ ମାସିକ ଆୟକୁ ଘୁଂ•ଇ ପାରିବେ
-ଅ ।ପଣଙ୍କ ପସନ୍ଦର ବୀମା ରାଶି ଅନୁସାରେ ଅ ।ପଣଙ୍କ ପରିବାର ପାଇଁ ବ୍ୟାପକ ଅ ।ର୍ଥିକ ସୁରକ୍ଷା
-ଅ ।ପଣଙ୍କ ଅ ।ବଶ୍ୟକତା ଅନୁଯାୟୀ ଦୁଇ ଅ ।ୟ ସୁବିଧା ବିକଳ୍ପ ଚୟନ କରିବା ସୁବିଧା
-ଇନ-ବିଲଟ ଦୁର୍ଘଟଣା ବୀମା ଲାଭ
-ରାଇଡର ଜରିଅ ।ରେ ଅ ।ପଣଙ୍କ ସୁରକ୍ଷା ବଢାଇବାର ବିକଳ୍ପ
-ଅ ।ପଣଙ୍କ ସଂଚୟକୁ ବଢାଇବା ପାଇଁ ବୋନସ

ଏବିଏସଏଲଅ ।ଇ ମାସିକ ଆୟ ଯୋଜନା ଜଣେ ବ୍ୟକ୍ତିଙ୍କୁ ଅ ।ର୍ଥିକ ଲକ୍ଷ୍ୟର ଅନୁଶୀଳନ କରିବା ପାଇଁ ସହାର୍ଯ୍ୟ କରୁଛି ଫଳରେ ପ୍ଲାନ ବ୍ୟକ୍ତିବିଶେଷଙ୍କୁ ସୁହାଇବା ଭଳି କରାଯାଇଛି ।

ପ୍ଲାନ ବିକଳ୍ପ-
୧. ବୀମା ରାଶି ଓ ପଲିସି ଅବଧି ଚୟନ କରନ୍ତୁ
ଏହି ବିକଳ୍ପ ଜଣଙ୍କୁ ଅ ।ରମ୍ଭରୁ ବୀମା ରାଶି ଚୟନ କରିବାରେ ସାହାଯ୍ୟ କରିବ ଏବଂ ପ୍ରିମିୟମ ପ୍ରଦାନ ଅବଧି, ସ୍ଥଗିତ ଅବଧି ସହିତ ବିଭିନ୍ନ ପ୍ରକାର ବିକଳ୍ପରୁ ଅ ।ୟ ଲାଭ ଅବଧି ଚୟନ କରିବାର ନମନିୟତା ପ୍ରଦାନ କରିବ । ପଲିସିର ସର୍ତ ହେଉଛି ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ, ସ୍ଥଗିତ ଅବଧି ଓ ଅ ।ୟ ଲାଭ ଅବଧି ।
୨. ଇନକମ ବେନିଫିଟ ବିକଳ୍ପ ଚୟନ କରନ୍ତୁ
ପଲିସି ଅ ।ରମ୍ଭରେ ଗ୍ରାହକ ଇନକମ ବେନିଫିଟ ବିକଳ୍ପ ଚୟନ କରିପାରିବେ ।
-ଲେଭଲ ଇନକମ ବେନିଫିଟ; କିମ୍ବା
-ଇନକ୍ରିଜିଂ ଇନକମ ବେନିଫିଟ
୩. ରାଇଡର ଜରିଅ ।ରେ ସୁରକ୍ଷା ବଢାନ୍ତୁ
ଗ୍ରାହକମାନେ ଏବିଏସଏଲଅ ।ଇ ଭେୟର ଅଫ ପ୍ରିମିୟମ ରାଇଡରକୁ ଚୟନ କରି ନିଜର ସୁରକ୍ଷା ବଢାଇପାରିବେ ଯାହା ଜଟିଳ ଅସୁସ୍ଥତା କିମ୍ବା ସମ୍ପୂର୍ଣ୍ଣ ଓ ସ୍ଥାନୀୟ ଭିନ୍ନକ୍ଷମତା ଭଳି ମାମଲାରେ ଭବିଷ୍ୟର ସମସ୍ତ ପ୍ରିମିୟମକୁ ଛାଡ଼ କରିବ । ଯେକେହି ବୀମା ସୁରକ୍ଷା ବଢାଇବା ପାଇଁ ଅଲଗା ଭାବେ କ୍ରିଟିକାଲ ଇଲନେସ ରାଇଡର ଚୟନ କରିପାରିବେ ।
ଦୁର୍ଘଟଣା ଲାଭ-ଅ ।ୟ ଲାଭ ଅବଧି ଅ ।ରମ୍ଭ ହେବା ପୂର୍ବରୁ ବୀମା ଧାରକଙ୍କ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ଲାଭ ପ୍ରଦାନ କରାଯିବ
ମାଚ୍ୟୁରିଟି ବେନିଫିଟ-ଅ ।ୟ ଲାଭ ଅବଧି ଶେଷ ହେବା ପରେ ନିମ୍ନ ପ୍ରଦତ ଅନୁସାରେ ମାଚ୍ୟୁରିଟି ଲାଭ ପ୍ରଦାନ କରାଯିବ:
କ) ମାଚ୍ୟୁରିଟି ତାରିଖ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବୋନସ ସହିତ
ଖ) ଟର୍ମିନାଲ ବୋନସ (ଯଦି କିଛି)
ମାଚ୍ୟୁରିଟି ଲାଭ ପ୍ରଦାନ କରିବା ପରେ ପଲିସି ବନ୍ଦ ହୋଇଯିବ ।

error: Thank You Keep Visiting