ଲଞ୍ଚ ହେଲା ସାଓମିର ରେଡମି ନୋଟ୍ ୭, ସ୍ୱଳ୍ପ ବଜେଟରେ ଅଧିକ ଫିଚର୍ସ

Straight to the Point

ନୂଆଦିଲ୍ଳୀ : ଚାଇନା ସ୍ମାଟ୍ଫୋନ୍ କମ୍ପାନୀ ସାଓମି ନିଜର ଲାଟେଷ୍ଟ ସ୍ମାଟ୍ଫୋନ୍ ରେଡ୍ମି ନୋଟ୍ ୭ କୁ ଆଜି ଭାରତରେ ଲ କରିବାକୁ ଯାଉଛି । ଲ ଇଭେ ୍ କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିିତ ହେବ ବୋଲି ସୂଚନା ମିିଳିଛି ।ଏହା ସହିତ କମ୍ପାନୀ ରେଡ୍ମି ନୋଟ୍ ପ୍ରୋ ୭ କୁ ମଧ୍ୟ ଲ ୍ କରିବାର ସମ୍ଭାବନା ରହିଛି । ଗତ ମାସରେ ରେଡ୍ମି ନୋଟ୍ ୭ ପ୍ରାୟ ୧୦,୫୦୦ଟଙ୍କା ଚୀନ୍ରେ ଲ ୍ ହୋଇଥିଲା । ଭାରତରେ ଏହାର ମୂଲ୍ୟ ପ୍ରାୟ ୧୦,୦୦୦ଟଙ୍କା ରହିପାରେ ବୋଲ ଜଣାପଡଛି । ଫୋନ୍ଟି ପିଙ୍କ୍, ରେଡ୍, ବ୍ଲ୍ୟୁ ଏବଂ ବ୍ଲାକ ୍ ରଙ୍ଗ ସହିତ ଲ ୍ ହେବ ବୋଲି ସୂଚନା ରହିଛି । ଏହି ଫୋନ୍ ର ଏକ ବିଶେଷତ୍ୱ ରହିଛି । ଏଥିରେ ୪୮ମେଗାପିକ୍ସେଲ୍ ଭଳି ଏକ ଆକର୍ଷଣୀୟ କ୍ୟାମେରା ରହିବା ସହିତ ଫୋନ୍ଟି ବଜେଟ୍ରେଞ୍ଜ୍ ରେ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହି କାରଣରୁ ପୋନ୍ଟି ଲ ୍ କରିବା ପୂର୍ବରୁ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଛି ।

ଆସନ୍ତୁ ଜାଣିବା ଏହି ସ୍ମାଟଫୋନଟିର ଫିଚର୍ସ ବିଷୟରେ

ଫୋନ୍ରେ ୬.୩ ଇ ୍ ର ଫୁଲ୍ ଏଚ୍ଡି ସହିତ ଏଲ୍ଟିପିଏସ୍ ଡିସ୍ପ୍ଲେ ରହିଛି । ଫୋନ୍ର ଡିସ୍ପ୍ଲେ ରିଜୋଲ୍ୟୁସନ ୧୦୮୦, ୨୩୪୦ ପିକ୍ସେଲ୍ ଏବଂ ଆସ୍ପେକ୍ଟ ରେସିଓ ୧୯.୫:୯ ରହିଛି । ସ୍କିନ୍ ର ପ୍ରୋଟେକ୍ସନ୍ ପାଇଁ ଗୋରିଲାଗ୍ଲାସ୍ ୫ ଉପଲବ୍ଧ ରହିଛି । ୨.୨ହର୍ତ୍ସ ସ୍ନାପ୍ଡ୍ରାଗନ୍ ୬୬୦ ପ୍ରୋସେସର , ୪ଜିବି ଏବଂ ୬ଜିବି ର‌୍ୟାମ୍, ଇ ର୍ନାଲ୍ ଷ୍ଟୋରେଜ୍ ୩୨ଜିବି ଏବଂ ୬୪ଜିବି ରହିଛି । ଫୋନ୍ଟିର ଇ ର୍ନାଲ୍ ଷ୍ଟୋରେଜ୍କୁ ହାଇବ୍ରିଡ୍ ମାଇକ୍ରୋସିମ୍ ସହିତ ୫୧୨ଜିବି ପର୍ଯ୍ୟନ୍ତ ବୃଦ୍ଧିହୋଇପାରିବ । ବ୍ୟାକ୍ସାଇଡ୍ ରେ ଡୁଆଲ୍ ରିୟର୍ କ୍ୟାମେରା ରହିଛି । ୧୩ ମେଗାପିକ୍ସେଲ ର ସେଲ୍ଫି କ୍ୟାମେରା । ସେଲ୍ଫି କ୍ୟାମେରା ୍ ରହିଛି । ଫୋନ୍ରେ ଫିଙ୍ଗର୍ପ୍ରି ୍ ସିଷ୍ଟମ୍ ମଧ୍ୟ ରହିଛି । ଲାଟେଷ୍ଟ ଅପରେଟିଙ୍ଗ୍ ସିଷ୍ଟମ୍ ଏମ୍ଆଇୟୁଆଇ୧୦ ଏବଂ ୪୦୦୦ଏମ୍ଏଏଚ୍ ର ବ୍ୟାଟେରୀ ରହିଛି ।

error: Thank You Keep Visiting