୧୫୦୦୦କୋଟିର ବ୍ୟବସାୟ ଓ ୩ଲକ୍ଷ ଚାକିରୀ ଠପ୍

An Independent Media

ମୁମ୍ବଇ: ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟାଗ ଉପରେ ପ୍ରତିବନ୍ଧକ ରାଜ୍ୟର ୧୫୦୦୦କୋଟିର ବ୍ୟବସାୟକୁ ଠପ୍ କରିବା ସହ ରାଜ୍ୟରେ ୩ଲକ୍ଷ ନିଯୁକ୍ତିକୁ ପ୍ରଭାବିତ କରିଛି। ଏହି କ୍ଷତି କେବଳ ପ୍ଲାଷ୍ଟିକ ବ୍ୟାଗ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଉପରେ ପଡ଼ିଛି। ରାଜ୍ୟରେ କେବଳ ପ୍ଲାଷ୍ଟିକ ଶିଳ୍ପ ପ୍ରଭାବିତ ହୋଇ ନାହିଁ ବରଂ ୩ଲକ୍ଷ ନିଯୁକ୍ତି ମଧ୍ୟ ପ୍ରଭାବିତ ହୋଇଛି ବୋଲି ପ୍ଲାଷ୍ଟିକ ବ୍ୟାଗ ନିର୍ମାଣ ସଂଘ ସମ୍ପାଦକ ନୀମିତ ପୁନାମିୟା ଗଣମାଧ୍ୟମରେ ସୂଚନା ଦେଇଛନ୍ତି।0

error: Thank You Keep Visiting