ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର

An Independent Media

ଖୋର୍ଦ୍ଧା ( ଆମ ପ୍ରତିନିଧି ) : ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ହୋଇଥିବା ଗୁଳିମାଡ ଘଟଣାରେ ପୁଲିସ ହାତରେ ସୁରାକ୍ ଲାଗିଛି। ଡାକ୍ତରଙ୍କ ଉପରକୁ ଗୁଳି ଚଳାଇବା ପାଇଁ ସୁପାରି କିଲର କୁ ନିୟୋଜିତ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। କିଏ ଏହି ସୁପାରି କିଲରକୁ ନିୟୋଜିତ କରିଥିଲା ସେନେଇ ସଠିକ୍ ତଥ୍ୟ ମିଳିପାରିନାହିଁ। ପୁଲିସ ଛାନଭିନ୍ ଜାରି ରଖିଛି, ଖୁବ୍ ଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

error: Thank You Keep Visiting