ଅପରାଧ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ December 18, 2019December 18, 2019 Odisha Journal An Independent Media ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ଥାନା ଅଞ୍ଚଳର ବୁଧବାର ଅମାନବୀୟ ଘଟଣା ଘଟିଛି। ଜଣେ ଆଦିବାସୀ ଭିନକ୍ଷମ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ପଡ଼ୋଶୀ ଯୁବକ ବୁଦ୍ଧିଆ ସିଂ ଦୁଷ୍କର୍ମ କରିଥିବାର ନାବାଳିକାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।