ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ : ୫ ଆହତ

An Independent Media

ଆଠଗଡ଼ : କଟକ ଜିଲା ଆଠଗଡ଼ ଅଞ୍ଚଳର ଖୁଣ୍ଟିଣି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଓ ମାଣିତ୍ରି ଗ୍ରାମ ମଧ୍ୟରେ ଶନିବାର ସନ୍ଧ୍ୟରେ ମାଟି ଖୋଳାକୁ ବିରୋଧ କରି ଦୁଇ ଗ୍ରାମ ଭିତରେ ସଂଘର୍ଷ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

error: Thank You Keep Visiting