ଅପରାଧ ଦୁଷ୍କର୍ମ ପରେ ପୀଡିତାଙ୍କୁ ଏଚଆଇଭି ଇଞ୍ଜେକଶନ ଦେଲେ ଅଭିଯୁକ୍ତ December 22, 2019December 22, 2019 Odisha Journal An Independent Media ଗୁରୁଗ୍ରାମ: ଗୁରୁଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ନାମକ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଏଚଆଇଭି ଇଞ୍ଜେକଶନ ଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇବା ପାଇଁ ପୀଡିତା ଜଣଙ୍କ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି।