ଅବକାରୀ ସ୍କ୍ୱାର୍ଡର ଚଢଉ ବିପୁଳ ଚୋରାମଦ ଜବତ,ଦୁଇ ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରଜତକୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ସବ୍ ଇନ୍ସପେକ୍ଟର ରଂଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିôଲା । ଏହି ଚଢଉ ବେଳେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କିରଣ୍ଟି ଗ୍ରାମର କ୍ଷୀରୋଦ ମହାନ୍ତି ଓ ସେହିଥାନା ଅନ୍ତର୍ଗତ ତୁରୁଖା ଗ୍ରାମର ବାବୁଲି ନାୟକ ଠାରୁ ମିଶି ୯୦ ବୋତଲ ବିଅର ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଥିଲା । ଏହି ଚଢଉରେ କନେଷ୍ଟବଳ ବିଷ୍ଣୁ ନାଏକ,ବିଶ୍ୱନାଥ ମୁଣ୍ଡା,ସବିତା ନାୟକ,ବଳରାମ ଦାଶ ଓ ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ । ଉକ୍ତ ଦୁଇ ଚୋରା ମଦବେପାରୀ କ୍ଷୀରୋଦ ଓ ବାବୁଲିକୁ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ବିଭାଗ ପକ୍ଷରୁ କୋର୍ଟ·ଲଣ କରାଯାଇଥିବା ସ୍କା୍ୱର୍ଡ ସବ୍ଇନ୍ସପେକ୍ଟର ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

[amazon_link asins=’B0769ZQJHC,B01LPQVX0S,B005JJ0YM6,B00QIACK9U,B07CM44X44,B00LO2R0UG,B00IRY9GEM,B075FT71FG,B0755LJXW3′ template=’ProductCarousel’ store=’odishajournal-21′ marketplace=’IN’ link_id=’a48043f3-86b2-11e8-8802-b33dec84a5b6′]

error: Thank You Keep Visiting