ଅଜଣା ଗାଡି ଧକ୍କାରେ ଯୁବକ ମୃତ

Straight to the Point

ଜଳେଶ୍ୱର: ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ । ଜଳେଶ୍ୱର ନିକଟ ଦେଇ ଯାଇଥିବା ୬୦ନମ୍ବର ଜାତୀୟ ରାଜପଥର ନହଂଜରା ଛକ ଠାରେ ଜଳେଶ୍ୱର ବଡବଜାର କରସାହି ଗ୍ରାମର ପଙ୍କଜ କର (୪୫)(ବାଚୁ) ଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିବାର ଜଣାଯାଇଛି । ଘଟଣା ସ୍ଥଳରେ ଯୁବକର ମୃତ୍ୟୁ ହୋଇ ଯାଇଥିବା ବେଳେ ଜଳେଶ୍ୱର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିନେଇ ଜଳେଶ୍ୱର ପୋଲିସ ଏକ ଅପମୃତ୍ୟୁ ମାମଲା ୨୪୦/୧୮ମୁଳେ ରୁଜୁ କରି ତଦନ୍ତ ଜାରି ରଖିଥିବାର ଜଣାଯାଇଛି ।

error: Thank You Keep Visiting