ପିସ୍ତଲ ଦେଖାଇ ବ୍ୟାଗ୍ ଛଡାଇ ନେଲେ

An Independent Media

ବଅଁରପାଳ: ବଅଁରପାଳ ଥାନା ପାଣିଓଳା ଛକ ନିକଟରେ ବୁଧବାର ଦ୍ୱିପ୍ରହର ବେଳେ ପିସ୍ତଲ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ଲୁଟ୍ପାଟ କରିଛନ୍ତି । ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ଦିପ୍ତୀରଞ୍ଜନ ଦାସ (୩୨) ନାମକ ଜଣେ ମେଡିସିନ୍ ରିପ୍ରେଜେଣ୍ଟିଭ୍ସ ବାଇକ୍ରେ ଟିଟିପିଏସ୍ ଅଞ୍ଚଳରୁ ଅନୁଗୋଳ ଫେରୁଥିବା ବେଳେ ଦୁର୍ବୁତ୍ତ ଦ୍ୱୟ ଅଟକାଇ ତାଙ୍କ ଠାରୁ ବ୍ୟାଗ ଛଡାଇ ନଇଥିଲେ । ବ୍ୟାଗ୍ରେ କିଛି ସାମ୍ପୁଲ ମେଡିସିନ୍ ଓ କାଗଜପତ୍ର ଥିବା ଜଣା ପଡିଛି । ପୁଲିସ୍ ଏ ସଂକ୍ରାନ୍ତରେ ଏକ କେସ୍ ଋୁଜୁ କରି ତଦନ୍ତ ଚଳାଇଛି ।

error: Thank You Keep Visiting