ଅବକାରୀ ଚଢଉ ୭୬ ବୋତଲ ଦେଶିବିଦେଶୀ ଚୋରା ମଦ ଜବତ ୩ଗିରଫ

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ୍ଇନ୍ସପେକ୍ଟର ରଞ୍ଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢଉ କରାଯାଉôତବା ସମୟରେ ନାଉଗାଁ ଥାନା ଅନ୍ତର୍ଗତ କୁଣ୍ଡେଶ୍ୱର ଗ୍ରାମର ଚୋରାମଦ ବେପାରୀ ଅଶୋକ କୁମାର ରାଉତରାୟ ଓ ଜିତେନ୍ଦ୍ର ଦାସ ଏବଂ ଜଗତସିଂହପୁର ଥାନ ଅଞ୍ଚଳର ବଡଦେଢିଲୋ ଗ୍ରାମର ଶିବପ୍ରସାଦ ବେହେରାକୁ ଗିରଫ କରିବାସହ ସେମାନଙ୍କ ଠାରୁ ମିଶି ମୋଟ ୭୬ବୋତଲ ଦେଶିବିଦେଶୀ ଚୋରାମଦ ଜବତ କରିଥିଲେ । ଏହି ଚଢଉରେ କନେଷ୍ଟବଳ ସବିତା ନାୟକ, ବଳରାମ ଦାଶ, ବିଷ୍ଣୁ ନାଏକ, ବିଶ୍ୱନାଥ ମୁଣ୍ଡା ଓ ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ । ଉକ୍ତ ଚୋରା ମଦବେପାରି ଅଶୋକ, ଜିତେନ୍ଦ୍ର, ଶିବକୁ କୋର୍ଟ·ଲଣ କରାଯାଇଥିବା ଅବକାରୀ ସ୍କ୍ୱାର୍ଡ ସବ୍ଇନ୍ସପେକ୍ଟର ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting