ବ୍ୟାଙ୍କ ଯାଉଥିବା ବେଳେ ସୁନା ଲୁଟିନେଲେ

An Independent Media

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାରରେ ଥିବା ଏଚ୍‍ଡିଏଫସି ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ଆଣିବା ପାଇଁ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ବାଟରେ ସୁନା ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ବାଟରେ ତାଙ୍କୁ ଅଟକାଇ ଦୁର୍ବୃତ୍ତମାନେ ୩୦ ତୋଳା ସୁନା ଚୋରି କରିନେଇଛନ୍ତି। ବଡବଜାର ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

error: Thank You Keep Visiting